ଚୈତ୍ରମଖ Cha̲i̱tra-makha

  • ସଂ. ବି. (ମ. ପ. ଲୋ; ଚୈତ୍ରମାସରେ ଅନୁଷ୍ଠିତ ମଖ) — ଚୈତ୍ରମାସରେ ଅନୁଷ୍ଠିତ ମଦନୋତ୍ସବ; (ହି. ଶବ୍ଦସାଗର) ଫୁଲଦୋଳ ଉତ୍ସବ — A festival in honour of the Hindu God of love during the month of Cha̲i̱tra