ଚେହେରା Cheherā

  • ବୈଦେ. ବି. (ଫା. ଚେହ୍ରା) — ମୁଖମଣ୍ଡଳର ଛବି; ମୁଖଚ୍ଛବି — Appearance; countenance; facial expression
  • ବୈଦେ. ବି. (ଫା. ଚେହ୍ରା) — ସେ ନ ମାନେ ଭାଇ ଫେସନ ଚେହେରା। ରାଧାନାଥ, ଦରବାର।
  • ବୈଦେ. ବି. (ଫା. ଚେହ୍ରା) — ସୌନ୍ଦର୍ଯ୍ୟ — Fairness; beauty
  • ବୈଦେ. ବି. (ଫା. ଚେହ୍ରା) — କୌଣସି ବ୍ଯକ୍ତିର ମୁଖମଣ୍ଡଳର ପ୍ରତିକୃତି ବା ରୂପ — Likeness of the face; a picture of one's face
  • ବୈଦେ. ବି. (ଫା. ଚେହ୍ରା) — ମୁଖମଣ୍ଡଳ — The whole face