ଚେହେଲମ୍ Chehelam

  • ବୈଦେ. ବି. (ଫା. ଚେହେଲୁମ୍=ଚତ୍ୱାରିଂଶତ୍ତମ) — ମୁସଲମାନ୍ମାନଙ୍କ ସଫର୍ ମାସର 20 ତାରିଖରେ ପଡ଼ିବା ପର୍ବ — ମୁସଲମାନ୍ମାନଙ୍କ ସଫର୍ ମାସର20ତାରିଖରେ ପଡ଼ିବା ପର୍ବ—The anniversary of the funeral (40th day of the death) of Hassan amongst the Mahomedans
  • ବୈଦେ. ବି. (ଫା. ଚେହେଲୁମ୍=ଚତ୍ୱାରିଂଶତ୍ତମ) — [ଦ୍ର—ସଫର୍ ମାସର ବିଂଶ ଦିବସରେ ଏହା ପଡ଼େ। ମହରମର ଚାଲିଶ ଦିନରେ ମୁସଲମାନ୍ମାନଙ୍କର ଏ ପର୍ବ ହୁଏ। ମହରମ ଦିନ ହୋସେନ୍ ଓ ହସନ୍ଙ୍କ ମୃତ୍ୟୁ ଘଟିଥିଲା। ମୁସଲମାନ୍— ମାନେ ମୃତ୍ୟୁର 40 ଦିନରେ ଶ୍ରାଦ୍ଧ କରନ୍ତି ଅତଏବ୍ ମହରମ ପର୍ବର 4 ଦିନ ପରେ ହୋସେନ୍ ଓ ହସନଙ୍କ ସାମ୍ବତ୍ସରିକ ଶ୍ରାଦ୍ଧଦିବସ ପାଳିତ ହୁଏ] — [ଦ୍ର—ସଫର୍ ମାସର ବିଂଶ ଦିବସରେ ଏହା ପଡ଼େ ମହରମର ଚାଲିଶ ଦିନରେ ମୁସଲମାନ୍ମାନଙ୍କର ଏ ପର୍ବ ହୁଏ ମହରମ ଦିନ ହୋସେନ୍ ଓ ହସନ୍ଙ୍କ ମୃତ୍ୟୁ ଘଟିଥିଲା ମୁସଲମାନ୍— ମାନେ ମୃତ୍ୟୁର40ଦିନରେ ଶ୍ରାଦ୍ଧ କରନ୍ତି ଅତଏବ୍ ମହରମ ପର୍ବର4ଦିନ ପରେ ହୋସେନ୍ ଓ ହସନଙ୍କ ସାମ୍ବତ୍ସରିକ ଶ୍ରାଦ୍ଧଦିବସ ପାଳିତ ହୁଏ]
  • ବୈଦେ. ବି. (ଫା. ଚେହେଲୁମ୍=ଚତ୍ୱାରିଂଶତ୍ତମ) — କୌଣସି ମୁସଲମାନଙ୍କ ମୃତ୍ୟୁର 40 ଦିନ — କୌଣସି ମୁସଲମାନଙ୍କ ମୃତ୍ୟୁର40ଦିନ— . The 40th day of a Mahomedan's death