ଚେଇ! ଚେଇ! Chei! chei!

  • ଦେ. ଅ — ହାତୀଙ୍କ ଆଗକୁ ଚାଳିତ କରିବା ପାଇଁ ବା ପାଖ ଆଡ଼କୁ ବୁଲାଇବା ପାଇଁ ବା ଫେରାଇବା ପାଇଁ ମାହୁନ୍ତ ଦ୍ୱାରା ବ୍ଯବହୃତ ଆଦେଶ — A word used in goading an elephant to advance or to turn round or to turn back
  • ଦେ. ଅ — [ଦ୍ର—ହାତୀକୁ ଠିଆ କରିବାପାଇଁ ବ୍ଯବହୃତ ଶବ୍ଦ—ଧାତ୍।]