ଚେଆର୍ମାନ୍ Cheārmān

  • ବୈଦେ. ବି (ଇଂ ଚେଆର୍ମାନ; ଏଥିର ମୈଳିକ ଅର୍ଥ ଯେ ଚଉକିରେ ବସେ) — ସଭାପତି; କୌଣସି ସଭା ବା ସମାଜର ଅଧକ୍ଷ ବା ନେତା — Chairman; president