ଚେଇଁ ଉଠିବା Cheiñ uṭhibā

  • ଦେ. କ୍ରି — (ଝାଉଁଳି ଯାଇଥିବା ଗଛ ଆଦି ପାଣି ପାଇଲେ ପୁନର୍ବାର ସତେଜ ହେବା — To revive (said of withering plants when watered)
  • ଦେ. କ୍ରି — (ବିଶ୍ରାମ ନେଇଥିବା ବା ମନ୍ତ୍ର ଯନ୍ତ୍ରଦ୍ୱାରା କୀଳା ଯାଇଥିବା ଡାହାଣୀ, ଭୂତ, ପ୍ରେତ ଆଦି ମନ୍ତ୍ରଯନ୍ତ୍ରର ପ୍ରଭାବରୁ ମୁକ୍ତ ହେବା ପରେ) ପୁଣି ନିଜର କରାମତ୍ ଦେଖାଇ ଲୋକଙ୍କୁ ଉତ୍ପୀଡ଼ନ କରିବା — (said of ghosts which had been made powerless by magic) To revive after torpor
  • ଦେ. କ୍ରି — ନିଦରୁ ଉଠିବା — To rise up from sleep