ଚେକ ପାଉତି Chek pāuti

  • ବୈଦେ. ବି — ପ୍ରଜା ଖଜଣା ଦାଖଲ କଲେ ଜମିଦାର ପ୍ରଜାଙ୍କୁ ଯେଉଁ ଛାପା ରସିଦ ଦିଅନ୍ତି — Printed rent-receipt granted by the Zamindar to a rent-paying tenant