ଚୁଲ୍ଲକୀ Chullakī

  • ସଂ. ବି [ଚୁଲ୍ଲ ଧାତୁ=(ଜଳରେ) ବିଳାସ କରିବା+କର୍ତ୍ତୃ. ଅକ+ସ୍ତ୍ରୀ. ଈ] — ଶିଶୁମାର ନାମକ ଜଳଜନ୍ତୁ — A purpoise
  • ସଂ. ବି [ଚୁଲ୍ଲ ଧାତୁ=(ଜଳରେ) ବିଳାସ କରିବା+କର୍ତ୍ତୃ. ଅକ+ସ୍ତ୍ରୀ. ଈ] — ନଦୀର ଅପର ପାର — The opposite shore of a river
  • ସଂ. ବି [ଚୁଲ୍ଲ ଧାତୁ=(ଜଳରେ) ବିଳାସ କରିବା+କର୍ତ୍ତୃ. ଅକ+ସ୍ତ୍ରୀ. ଈ] — କ୍ଷୁଦ୍ର ପାତ୍ରବିଶେଷ; ରେକାବି — A small plate or vessel; saucer