ଚୁଲୀରେ ପଶିବା Chulīre paṡibā

  • ଗ୍ରା. କ୍ରି (ବିରକ୍ତିସୂଚକ ବାକ୍ୟରେ ବ୍ଯବହୃତ) — ଚୁଲୀକି ଯିବା (ଦେଖ) — Chulīki j̄ibā (See)
  • ଗ୍ରା. କ୍ରି (ବିରକ୍ତିସୂଚକ ବାକ୍ୟରେ ବ୍ଯବହୃତ) — (ଯଥା—ତୁ ରାଣ୍ଡୀ! ଚୁଲିରେ ପଶ୍।)