ଚୁଳୀଝୁଣ୍ଟିଆ Chuḻījhuṇṭiā

  • ଦେ. ବି — ବୁଢ଼ାଆଙ୍ଗୁଠି ଛଡ଼ା ଅନ୍ଯ ପଦାଙ୍ଗୁଳିରେ ପିନ୍ଧା ଯିବା ମୁଦ୍ରିକା (ଏଥିରେ ଉପରେ ଚୂଳ ଥାଏ) — A kind of ring worn on the minor fingers of the feet
  • ଦେ. ବି — ହଂସକ ନୂପୁର ପାଦେ, ଚୁଳିଝୁଣ୍ଟିଆ ପ୍ରପଦେ। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।