ଚିରୁଣୀ Chiruṇī

  • ଦେ. ବି.—(ଯାହାଦ୍ୱାରା ବାଳ ଚିରାଯାଏ; ସଂ. ଚୃ ଧାତୁରୁ ଚୀର୍ଣ୍ଣ) ପାନିଆ; କଙ୍କତିକା — A hair comb
  • ଦେ. ବି.—(ଯାହାଦ୍ୱାରା ବାଳ ଚିରାଯାଏ; ସଂ. ଚୃ ଧାତୁରୁ ଚୀର୍ଣ୍ଣ) ଚାକୁରେ କରଜ ଚିରୁଣୀ ପରି, ଚିରି ସଜାଡ଼ଇ ଆଶ୍ୱାସି କରି। କବିସୂର୍ଯ୍ୟ, ସଙ୍ଗୀତ।