ଚିରିଯିବା Chirij̄ibā

  • ଦେ. କ୍ରି. — ଲୁଗା ଆଦି ଜୀର୍ଣ୍ଣ ହେବାରୁ ବା କଣ୍ଟା ଲାଗିବାରୁ ଛିଣ୍ଡିଯିବା; ଫାଡ଼ି ହୋଇଯିବା — To become torne to pieces