ଚିରିବା Chiribā

  • ଦେ. କ୍ରି. (ସଂ. ଚୃ ଧାତୁରୁ ଚୀର୍ଣ୍ଣ) — ଫାଡ଼ିବା — To split up; to rend
  • ଦେ. କ୍ରି. (ସଂ. ଚୃ ଧାତୁରୁ ଚୀର୍ଣ୍ଣ) — ନୃସିଂହରୂପ ଅସମ୍ଭବ। ଚିରିଲୁ ଦୁର୍ଜୟ ଦାନବ। ଭୂପତି, ପ୍ରେମପଞ୍ଚାମୃତ।
  • ଦେ. କ୍ରି. (ସଂ. ଚୃ ଧାତୁରୁ ଚୀର୍ଣ୍ଣ) — (ବସ୍ତ୍ର; କାଗଜ) ଛିଣ୍ଡେଇବା — To tear up
  • ଦେ. କ୍ରି. (ସଂ. ଚୃ ଧାତୁରୁ ଚୀର୍ଣ୍ଣ) — କୁରାଢ଼ିଆଦି ଅସ୍ତ୍ରଦ୍ୱାରା କାଠକୁ ଲମ୍ବ ଲମ୍ବ ଖଣ୍ଡ ଖଣ୍ଡ କରି କାଟିବା — To cut wood into long pieces with axe; to split up wood
  • ଦେ. କ୍ରି. (ସଂ. ଚୃ ଧାତୁରୁ ଚୀର୍ଣ୍ଣ) — କରତରେ ଫାଳ ଫାଳ କରିବା — To cleave or saw into pieces
  • ଦେ. କ୍ରି. (ସଂ. ଚୃ ଧାତୁରୁ ଚୀର୍ଣ୍ଣ) — ରାମ୍ପୁଡ଼ିବା — To scratch
  • ଦେ. କ୍ରି. (ସଂ. ଚୃ ଧାତୁରୁ ଚୀର୍ଣ୍ଣ) — କ୍ଷତବିକ୍ଷତ କରିବା — To lacerate
  • ଦେ. କ୍ରି. (ସଂ. ଚୃ ଧାତୁରୁ ଚୀର୍ଣ୍ଣ) — କେଶକୁ କେରା କେରା କରି ବିଭିନ୍ନ କରିବା — To part (the hair)
  • ଦେ. କ୍ରି. (ସଂ. ଚୃ ଧାତୁରୁ ଚୀର୍ଣ୍ଣ) — ଚାକୁରେ କରଜ ଚିରୁଣୀ ପରି, ଚିରି ସଜାଡ଼ଇ ଆଶ୍ୱାସି କରି। କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. କ୍ରି. (ସଂ. ଚୃ ଧାତୁରୁ ଚୀର୍ଣ୍ଣ) — ଦ୍ୱିଫାଳ କରିବା — To split into two
  • ଦେ. କ୍ରି. (ସଂ. ଚୃ ଧାତୁରୁ ଚୀର୍ଣ୍ଣ) — (ଅଭିମାନରେ କିମ୍ବା ନିଷ୍କର୍ମା ହୋଇ ଠିଆ ହେବା ବା ବସିବାବେଳେ) ହାତ ବା ଗୋଡ଼ ନଖରେ ଭୂମିରେ ଗାର କାଟିବା — To scratch lines on the ground with the finger nails
  • ଦେ. କ୍ରି. (ସଂ. ଚୃ ଧାତୁରୁ ଚୀର୍ଣ୍ଣ) — ଅଶ୍ରୁ ପ୍ରସରିବାର ମହୀକି ଚିରିବାର। କବିସୂର୍ଯ୍ୟ, ସଙ୍ଗୀତ।