ଚିରେଇତା Chireitā
- ଦେ. ବି. (ସଂ. ଚିରତିକ୍ତ) — ହିମାଳୟଜାତ କ୍ଷୁଦ୍ର ଶାକ— ବିଶେଷ; ଭୂନିମ୍ବ; ଅତ୍ୟନ୍ତ ତିକ୍ତ କୃମିନାଶକ ଔଷଧ— ଗୁଳ୍ମବିଶେଷ — A medicinal bitter plant used as a febrifuge and vermifuge; swertia chirata; Gentiana Chirayta Agathotis chirayata; Andrographis paniculata (Kirtikar)
- ଦେ. ବି. (ସଂ. ଚିରତିକ୍ତ) — [ଦ୍ର—ଏହାର ସିଦ୍ଧ ଜଳ ଜ୍ୱରଘ୍ନ ଓ କୃମିନାଶକ। ଏହା ପାଶ୍ଚାତ୍ୟ ଚିକିତ୍ସାଶାସ୍ତ୍ର ଅନୁସାରେ ତ୍ରିବିଧ। ଯଥା — (a) Wallichiana. (b) Pyramidals. (c) Pulchella. (Haines)]