ଚିରାୟୁଷ Chirāyusha

  • ଦେ. ବିଣ. (ସଂ. ଚିରାୟୁସ୍) — ଦୀର୍ଘଜୀବୀ — Long lived
  • ଦେ. ବିଣ. (ସଂ. ଚିରାୟୁସ୍) — ବାଞ୍ଚିଲେ ପାବନି ହେଉ ଚିରାୟୁଷ ହୃଦେ। ଭଞ୍ଜ, ବୈଦେହୀଶବିଳାସ।