ଚିରାମରା Chirāmarā

  • ଦେ. ବିଣ — ଜୀର୍ଣ୍ଣ — Torne; worn out
  • ବି — ଡିଆଁ ଡେଇଁ — Leaping; frisking; jumping
  • ବି — ଚିରାମରା ଶୃଙ୍ଗ ବେଣୁ ବାଦ୍ୟନାଦ ଶୁଣୁ ଶୁଣୁ—କବିସୂର୍ଯ୍ୟ, କିଶୋରଚମ୍ପୂ, ଚ—ଗୀତ।