ଚିରାନ୍ଧ Chirāndha

  • ସଂ. ବିଣ. ପୁଂ. (ଚିର+ଅନ୍ଧ) — ଜନ୍ମାନ୍ଧ — Blind from birth
  • ସଂ. ବିଣ. ପୁଂ. (ଚିର+ଅନ୍ଧ) — (ଲକ୍ଷଣାର୍ଥ) ଯେ କେବେହେଁ ସତ୍ୟ ତତ୍ତ୍ୱ ଦେଖେ ନାହିଁ (ଜ୍ଞାନେନ୍ଦ୍ର) — A person who does never see the truth