ଚିରାଯିବା Chirāj̄ibā

  • ଦେ. କ୍ରି. (ସଂ. ଚୃ ଧାତୁ= ଚୀର୍ଣ୍ଣ) — ଚିରିବା କ୍ରିୟାର କର୍ମବାଚ୍ୟରେ ରୂପ — Passive voice of the verb to tear