ଚିରବଚା Chirabachā

  • ଦେ. ବି (ଓ. ଚିର=ସ୍ତନାଗ୍ର+ହି. ବଚା=ଶିଶୁ) — ସ୍ତନନ୍ଧୟ ଶିଶୁ; ଦୁଧଖିଆ ପିଲା — A suckling; sucking baby
  • ଦେ. ବି (ଓ. ଚିର=ସ୍ତନାଗ୍ର+ହି. ବଚା=ଶିଶୁ) — ଚିରବଚାରୁ ପେଟ ହେବାକାଳେ ଶକଟ ହେଲାଣି ଯାହା ସେ ବିଲୋଳ ମୃଦୁ। କବିସୂର୍ଯ୍ୟ, ସଙ୍ଗୀତ।