ଚିରପ୍ରବାହିତ Chiraprabāhita
- ସଂ. ବିଣ. ପୁଂ (ସୁପ୍ ସୁପ୍ ସମାସ; ଚିର+ପ୍ରବାହିତ) — ଯାହା ଆବହମାନକାଳରୁ ବହି ଆସୁ— ଅଛି — Ever flowing; ever running
- ସଂ. ବିଣ. ପୁଂ (ସୁପ୍ ସୁପ୍ ସମାସ; ଚିର+ପ୍ରବାହିତ) — ବାର ମାସ ଯହିଁରେ ସୁଅ ଥାଏ; ଯେଉଁ ନଈର ସୁଅ ଖରାଦିନେ ସୁଦ୍ଧା ଶୁଖିଯାଏ ନାହିଁ — Having a current flowing throughout the year; perennial
- ସଂ. ବିଣ. ପୁଂ (ସୁପ୍ ସୁପ୍ ସମାସ; ଚିର+ପ୍ରବାହିତ) — ଚିରପ୍ରବାହୀ—ବିଣ. ପୁଂ, ଚିରପ୍ରବାହିଣୀ—ବିଣ. ସ୍ତ୍ରୀ —ଅନ୍ଯରୂପ — ଚିରପ୍ରବାହୀ—ବିଣ. ପୁଂ, ଚିରପ୍ରବାହିଣୀ—ବିଣ. ସ୍ତ୍ରୀ—ଅନ୍ଯରୂପ
- ସଂ. ବିଣ. ପୁଂ (ସୁପ୍ ସୁପ୍ ସମାସ; ଚିର+ପ୍ରବାହିତ) — ଯେଉଁ ନଦୀ ଆଦିର ସ୍ରୋତ ବା ପ୍ରବାହ ଆଦୌ ବନ୍ଦ ହୁଏ ନାହିଁ — Never drying; never ceasing to flow