ଚିରବିଚ୍ଛେଦ Chirabichchheda
- ସଂ. ବି. (କର୍ମଧା; ଚିର+ବିଚ୍ଛେଦ) — ବନ୍ଧୁ ବା ଦମ୍ପତିଙ୍କର ଦୀର୍ଘକାଳ ପାଖ ଛଡ଼ାଛଡ଼ି — Long separation from each other (of friends or husband and wife)
- ସଂ. ବି. (କର୍ମଧା; ଚିର+ବିଚ୍ଛେଦ) — ଯାବଜ୍ଜୀବନ ପାଖ ଛଡ଼ାଛଡ଼ି — Long separation for ever
- ସଂ. ବି. (କର୍ମଧା; ଚିର+ବିଚ୍ଛେଦ) — ମୃତ୍ୟୁ — Death