ଚିରବାଞ୍ଛିତ Chirabān̄chhita

  • ସଂ. ବିଣ. ପୁଂ. (ସୁପ୍ ସୁପ୍ ସମାସ; ଚିର+ବାଞ୍ଛିତ) — ଯାହାକୁ ପାଇବା ସକାଶେ ବହୁକାଳରୁ ବଳବତୀ ଇଚ୍ଛା ରହିଅଛି — Ever longed for; desired for since a long time
  • ସଂ. ବିଣ. ପୁଂ. (ସୁପ୍ ସୁପ୍ ସମାସ; ଚିର+ବାଞ୍ଛିତ) — ଚିରପ୍ରାର୍ଥିତ — Ever prayed for