ଚିତ୍ତଜ Chittaja

  • ସଂ. ବି (ଚିତ୍ତ+ଜନ୍ ଧାତୁ+କର୍ତ୍ତୃ. ଅ) — ଚିତ୍ତଜନ୍ମା (ଦେଖ) — Chittajanmā (See)
  • ସଂ. ବି (ଚିତ୍ତ+ଜନ୍ ଧାତୁ+କର୍ତ୍ତୃ. ଅ) — ନ ଦେଉ ଚିତ୍ତ ଯେ ଦେଉ ଚିତ୍ତଜେ କାହିଁକି—ଭଞ୍ଜ, ପ୍ରେମସୁଧାନିଧି।