ଚିତ୍ତଚାଞ୍ଚଲ୍ୟ Chitta chān̄chalya
- ସଂ. ବି ( 6 ଷ୍ଠୀ ତତ୍; ଚିତ୍ତ+ଚାଞ୍ଚଲ୍ୟ) — ମାନସିକ ଉଦ୍ବେଗ — Anxiety; mental disturbance
- ସଂ. ବି ( 6 ଷ୍ଠୀ ତତ୍; ଚିତ୍ତ+ଚାଞ୍ଚଲ୍ୟ) — ମତିଭ୍ରମ; ଉନ୍ମାଦ; ପାଗଳାମି — Derangement of mind; loss of mental faculty; madness;
- ସଂ. ବି ( 6 ଷ୍ଠୀ ତତ୍; ଚିତ୍ତ+ଚାଞ୍ଚଲ୍ୟ) — ମନୋଭାବର ଅସ୍ଥିରତା; ଅବ୍ଯବସ୍ଥିତଚିତ୍ତତା — Fickleness of mind
- ସଂ. ବି ( 6 ଷ୍ଠୀ ତତ୍; ଚିତ୍ତ+ଚାଞ୍ଚଲ୍ୟ) — କିଂକର୍ତ୍ତବ୍ଯବିମୂଢ଼ତା — Bewilderment
- ସଂ. ବି ( 6 ଷ୍ଠୀ ତତ୍; ଚିତ୍ତ+ଚାଞ୍ଚଲ୍ୟ) — 5 ସ୍କୃତିଶକ୍ତିର ଲୋପ — 5ସ୍କୃତିଶକ୍ତିର ଲୋପ—5. Loss of memory
- ସଂ. ବି ( 6 ଷ୍ଠୀ ତତ୍; ଚିତ୍ତ+ଚାଞ୍ଚଲ୍ୟ) — ଏକ ବିଷୟ ଆଲୋଚନା ସମୟରେ ବିଷୟାନ୍ତର ପ୍ରତି ମନର ଗତି — Absence of mind; inattention