ଚିତ୍ତଜ୍ଞ Chittajña

  • ସଂ. ବିଣ. (ଚିତ୍ତ+ଜ୍ଞା ଧାତୁ+କର୍ତ୍ତୃ. ଅ) — ଯେ ଅନ୍ୟର ମନୋଗତ ଭାବକୁ ବୁଝି ପାରେ; ଭାବଜ୍ଞ; ଅଭିପ୍ରାୟ ବିଦ୍ — One who understands another's mind or sentiment