ଚିତ୍ତଜାତ Chittajāta

  • ସଂ. ବି. (ବହୁବ୍ରୀହି; ଚିତ୍ତ+ଜାତ) — ଚିତ୍ତଜନ୍ମା; କନ୍ଦର୍ପ — Cupid
  • ସଂ. ବି. (ବହୁବ୍ରୀହି; ଚିତ୍ତ+ଜାତ) — ଏଥୁ ଅନନ୍ତରେ ରାଧା ଚିତ୍ତଜାତେ ଖିନ୍ନ। ପ୍ରାଚୀ, ରସବାରିଧି।