ଚିଞ୍ଚା Chin̄chā

  • ସଂ. ବି. (ଚିମ୍=ଭୋଜନ କାଳୀନ ଶବ୍ଦ+ଚର୍ ଧାତୁ=ଗମନ କରିବା+କର୍ତ୍ତୃ. ଅ+ଆ; ଅତ୍ୟମ୍ଳ ହେତୁରୁ ଯାହା ମୁଖ ମଧ୍ୟରେ 'ଚିଂ' ଶବ୍ଦ ଜାତ କରେ—ପ୍ରକୃତବାଦ) — ତିନ୍ତୁଳି (ଫଳ ଓ ଗଛ) — Tamarind (tree and fruit)
  • ସଂ. ବି. (ଚିମ୍=ଭୋଜନ କାଳୀନ ଶବ୍ଦ+ଚର୍ ଧାତୁ=ଗମନ କରିବା+କର୍ତ୍ତୃ. ଅ+ଆ; ଅତ୍ୟମ୍ଳ ହେତୁରୁ ଯାହା ମୁଖ ମଧ୍ୟରେ 'ଚିଂ' ଶବ୍ଦ ଜାତ କରେ—ପ୍ରକୃତବାଦ) — ଲାକ୍ଷା ଚିଞ୍ଚାରସେ ପଚାଇଛି ଦନ୍ତରାଜି। ଭଞ୍ଜ, ଲାବଣ୍ୟବତୀ।