ଚିଜ Chija

  • ବୈଦେ. ବି. (ଫା. ଚୀଜ୍) — ବସ୍ତୁ; ପଦାର୍ଥ; ଦ୍ରବ୍ୟ — Thing; article
  • ବୈଦେ. ବି. (ଫା. ଚୀଜ୍) — ଚଳନ୍ତି ସମ୍ପତ୍ତି — Goods; movable property
  • ବୈଦେ. ବି. (ଫା. ଚୀଜ୍) — କେ ନାନା କୌତୁକ ଚିଜ ଦେଇ ଲୋକ ପେଷି ମାନସ ତୋଷିଲେ। ବ୍ରଜନାଥ, ସମରତରଙ୍ଗ।
  • ବୈଦେ. ବି. (ଫା. ଚୀଜ୍) — ମୂଲ୍ୟବାନ୍ ପଦାର୍ଥ — Valuable thing
  • ବୈଦେ. ବି. (ଫା. ଚୀଜ୍) — ସମ୍ପତ୍ତି — Property
  • ବୈଦେ. ବି. (ଫା. ଚୀଜ୍) — ସ୍ପୃହଣୀୟ ପଦାର୍ଥ — Desirable thing
  • ବୈଦେ. ବି. (ଫା. ଚୀଜ୍) — ସୁଖାଦ୍ୟ ପଦାର୍ଥ — Daintly article of food
  • ବୈଦେ. ବି. (ଫା. ଚୀଜ୍) — ଗହଣା — Ornament