ଚିଜବସ୍ତ Chijabasta

  • ଦେ. ବି. (ଫା. ଚୀଜ୍ ଓ ସଂ. ବସ୍ତୁ; ସହଚର) — ନାନାଦି ପଦାର୍ଥ — Many things
  • ଦେ. ବି. (ଫା. ଚୀଜ୍ ଓ ସଂ. ବସ୍ତୁ; ସହଚର) — ମା ପୁଏ ଯୋଡ଼ାକଯାକ ୟାଙ୍କୁ ଦିଅ, ତାଙ୍କୁ ଦିଅ, ଘରୁ ଚିଜବସ୍ତ ବାଣ୍ଟରେ ଲାଗିଥିବେ। ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ଦେ. ବି. (ଫା. ଚୀଜ୍ ଓ ସଂ. ବସ୍ତୁ; ସହଚର) — ଭ୍ରମଣକାରୀ ବ୍ଯକ୍ତି ସଙ୍ଗରେ ଥିବା ବ୍ଯବହାର୍ଯ୍ୟ ଦ୍ରବ୍ୟସମୂହ — Luggage; equipage
  • ଦେ. ବି. (ଫା. ଚୀଜ୍ ଓ ସଂ. ବସ୍ତୁ; ସହଚର) — ଅସବାବ୍ ପତ୍ର — Furnitures