ଚିଚ୍ଛକ୍ତି Chichchhakti

  • ସଂ. ବି. (ରୂପକ; ଚିତ୍+ଶକ୍ତି; ସନ୍ଧିଦ୍ୱାରା ତ୍+ଶ= ଚ୍ଛ) — ଚୈତନ୍ୟ; ଚେତନା — Sense; consciousness
  • ସଂ. ବି. (ରୂପକ; ଚିତ୍+ଶକ୍ତି; ସନ୍ଧିଦ୍ୱାରା ତ୍+ଶ= ଚ୍ଛ) — ତତ୍ତ୍ୱଜ୍ଞାନ; ବିବେଚନା — Intellect; intelligence