ଚାଲୁଣୀ Chāluṇī

  • ଦେ. ବି.—(ସଂ. ଚାଳନୀ) — ତଣ୍ଡୂଳାଦିର ସୁକ୍ଷ୍ମ ଅଂଶ ଛାଣିବା ନିମନ୍ତେ ବ୍ଯବହୃତ ବହୁଛିଦ୍ରଯୁକ୍ତ ପାତ୍ରବିଶେଷ — A sieve; a strainer
  • ଦେ. ବି.—(ସଂ. ଚାଳନୀ) — ଚାଲୁଣୀ ଜଳାର ପ୍ରାୟ ଅସନ୍ଥର ଗର୍ଭ, ସୁଲାଗି ପକାଇ ସେ ଅଲାଗି ରଖେ ସର୍ବ। ପ୍ରାଚୀ, ରହସ୍ୟମଞ୍ଜରୀ।