ଚାଲୁଣିଆଁ କରି ମାଟି ପକେଇବା Chāluṇiāñ kari māṭi pakeibā

  • ଦେ. କ୍ରି. — ଟୋକେଇରେ ବୋହିବା ମାଟିକୁ ଏକ ସ୍ଥାନରେ ଗଦା ନକରି ଚାରିଆଡ଼େ ଚତରେଇ ବା ଖେଳେଇ କରି ବିଞ୍ଚି ଦେବା — To scatter a basketful of earth in a large area (instead of pouring it down to a heap.)