ଚାର୍ଜ୍ Chārj
- ବୈଦେ. ବି (ଇଂ) — ଅପରାଧୀ ବ୍ଯକ୍ତି ଉପରେ ବିଚାରପତି ଧାର୍ଯ୍ୟ କରିବା ଅଭିଯୋଗ — Charge framed against an accused
- ବୈଦେ. ବି (ଇଂ) — କୌଣସି ଅଫିସ୍ ବା କାର୍ଯ୍ୟର ଦାୟିତ୍ୱ; କାର୍ଯ୍ୟଭାର — Charge of an office
- ବୈଦେ. ବି (ଇଂ) — ଜିମ୍ମାଦାରୀ; କୌଣସି ବସ୍ତୁର ସଂରକ୍ଷଣର ଭାର — Custody