ଚାରୁହାସୀ Chāruhāsī

  • ସଂ. ବିଣ. ପୁଂ (ଚାରୁ+ହସ୍ ଧାତୁ+ଇନ୍; 1 ମା. 1 ବ) — ଯାହାର ମୁଖ ସର୍ବଦା ହାସ୍ୟଯୁକ୍ତ; ଯେ ମୃଦୁମଧୁର ହସ ହସେ; ହର୍ଷମୁଖ — Having a smiling face or countenance; smiling modestly; with enchanting or enrapturing smiles on the face