ଚାର୍ଜ୍ ଦେବା Chārj debā

  • ଦେ. କ୍ରି — ନୂତନ ନିଯୁକ୍ତ କର୍ମଚାରୀକୁ ପୂର୍ବବର୍ତ୍ତୀ କର୍ମଚାରୀ ଆପଣା ଉପରେ ନ୍ୟସ୍ତ କର୍ମର ଭାର ଅର୍ପଣ କରିବା — To make over charge