ଚାର୍ଜ୍ ନେବା Chārj nebā

  • ଦେ. କ୍ରି — ପୁରାତନ ଭାରପ୍ରାପ୍ତ କର୍ମଚାରୀଙ୍କଠାରୁ ନବନିଯୁକ୍ତ ବ୍ଯକ୍ତି ଅଫିସର ଭାର ଗ୍ରହଣ କରିବା — To take over charge from the former incumbent