ଚାଖଣା Chākhaṇā

  • ଦେ. ବି. (ସଂ. ଚକ୍ଷଣ) — ସ୍ୱାଦଗ୍ରହଣ; ଚାଖିବା — Tasting; trying the taste of a food
  • ଦେ. ବି. (ସଂ. ଚକ୍ଷଣ) — କୌଣସି ବସ୍ତୁର ସ୍ୱାଦ ପରୀକ୍ଷା କରିବା — Examining the taste of a thing
  • ଦେ. ବି. (ସଂ. ଚକ୍ଷଣ) — ଆଚାର ପ୍ରଭୃତି ମୁଖରୋଚକ ଦ୍ରବ୍ୟ — Pickles; things which palliate one's sense of taste
  • ଦେ. ବି. (ସଂ. ଚକ୍ଷଣ) — ଚାଟ୍; ମଦ୍ୟପାନ କାଳରେ ଖିଆଯିବା ବା ଚଟାଯିବା ମୁଖରୋଚକ ଖାଦ୍ୟ — Something licked or eaten after swallowing some strong intoxicating liquor