ଚାକ୍ଷୁଷ Chākshusha
- ସଂ. ବିଣ. (ଚକ୍ଷୁସ୍+ସମ୍ବନ୍ଧ ଅର୍ଥରେ. ଅ) — ଚକ୍ଷୁର୍ଗୋଚର; ପ୍ରତ୍ୟକ୍ଷ — Directly perceived by the eyes, ocular
- ସଂ. ବିଣ. (ଚକ୍ଷୁସ୍+ସମ୍ବନ୍ଧ ଅର୍ଥରେ. ଅ) — ଦୃଷ୍ଟିଦ୍ୱାରା ଲବ୍ଧ (ଜ୍ଞାନ) — (knowledge) Acquired by sight
- ସଂ. ବି — ଚକ୍ଷୁର୍ଜନ୍ୟ ଜ୍ଞାନ — Direct perception by the eye
- ସଂ. ବି — 6 ଷ୍ଠ ମନୁ; ମନୁଙ୍କର 6 ଷ୍ଠ ବଂଶଧର — 6ଷ୍ଠ ମନୁ; ମନୁଙ୍କର6ଷ୍ଠ ବଂଶଧର— . Name of the 6th Manu or progenitor of mankind
- ସଂ. ବି — ଷଷ୍ଠରେ ଚକ୍ଷୁଷଙ୍କ ସୂତ, ଚାକ୍ଷୁଷ ନାମେ ସେ ବିଦିତ। ଜଗନ୍ନାଥ—ଭାଗବତ।