ଚାଖିଖୁଣ୍ଟିଆ Chākhikhuṇṭiā
- ଦେ. ବି. (ନାମ) — ପୁରୀର ଜନୈକ ବଳଶାଳୀ ସ୍ୱାଧୀନଚେତା ବ୍ରାହ୍ମଣସେବକ — Name of a Brahman Panda of Puri who was of very strong constitution and independent spirit
- ଦେ. ବି. (ନାମ) — [ଦ୍ର— ଏ ନେପାଳୀମାନଙ୍କ ପଣ୍ଡା ଥିଲେ। 1857 ସାଲରେ ଭାରତର ସିପାହୀବିଦ୍ରୋହବେଳେ ଏ ଉତ୍ତରପଶ୍ଚିମାଞ୍ଚଳର ହିନ୍ଦୁ ନେପାଳୀ ସୈନ୍ୟଙ୍କୁ ଇଂରେଜମାନଙ୍କ ବିପକ୍ଷରେ ଉତ୍ତେଜିତ କରି— ଥିଲେ। ଏ ଶେଷକୁ ଧରାପଡ଼ି ଦଣ୍ଡ ପାଇଥିଲେ। ଏହାଙ୍କର ଶାରୀରିକ ବଳ ଅସାଧାରଣ ଥିଲା।] — [ଦ୍ର— ଏ ନେପାଳୀମାନଙ୍କ ପଣ୍ଡା ଥିଲେ1857ସାଲରେ ଭାରତର ସିପାହୀବିଦ୍ରୋହବେଳେ ଏ ଉତ୍ତରପଶ୍ଚିମାଞ୍ଚଳର ହିନ୍ଦୁ ନେପାଳୀ ସୈନ୍ୟଙ୍କୁ ଇଂରେଜମାନଙ୍କ ବିପକ୍ଷରେ ଉତ୍ତେଜିତ କରି— ଥିଲେ ଏ ଶେଷକୁ ଧରାପଡ଼ି ଦଣ୍ଡ ପାଇଥିଲେ ଏହାଙ୍କର ଶାରୀରିକ ବଳ ଅସାଧାରଣ ଥିଲା]