ଚାକୁଳେଇବା Chākuḻeibā

  • ଦେ. କ୍ରି. (ଚକ୍ ଚକ୍ ଧ୍ୱନି ହେବାରୁ) — କୌଣସି ଖାଦ୍ୟକୁ ଧୀରେ ଧୀରେ ପାଟିରେ ଚୋବାଇ ଜିଭ ସାହାଯ୍ୟରେ ଏକଳ ସେକଳ କରିବା — To slowly munch a food in the mouth
  • ଦେ. କ୍ରି. (ଚକ୍ ଚକ୍ ଧ୍ୱନି ହେବାରୁ) — ପାଗୁଳେଇବା — To ruminate