ଚଳକାଚଳ Chaḻakāchaḻa

  • ଦେ. ଅ — ଏକଚଳ (ଜଳୀୟ ପଦାର୍ଥ) ପରେ ଅନ୍ଯ ଏକ ଚଳ; ଅନେକ ପୋଷ; ପୋଷକୁପୋଷ (ଜଳୀୟ ପଦାର୍ଥ) — Many or successive handfuls (of liquid)
  • ଦେ. ଅ — (ଯଥା—ଚଳକାଚଳ ପାଣି ତା ମୁହଁକୁ ମାରିବାରୁ ତାର ସଂଜ୍ଞାଲାଭ ହେଲା ।)