ଚଳଚ୍ଛକ୍ତି Chaḻachchhakti

  • ସଂ. ବି (ଚଳତ୍=ଚଳୁଥିବା+ଶକ୍ତି) — ଚଳିବାର କ୍ଷମତା; ଗତିଶକ୍ତି; ଚାଲି ବୁଲି ପାରିବାର କ୍ଷମତା — Power of motion; power of walking; walking strength
  • ସଂ. ବି (ଚଳତ୍=ଚଳୁଥିବା+ଶକ୍ତି) — (ଯଥା—ସେ ଚାରିମାସ ହେଲା ରୋଗ ଭୋଗି ବର୍ତ୍ତମାନ ଚଳଚ୍ଛକ୍ତି— ରହିତ ହେଲେଣି।)