ଚଳଚିତ୍ତ Chaḻachitta
- ସଂ. ବିଣ. ପୁଂ (ବହୁବ୍ରୀହି; ଚଳ+ଚିତ୍ତ) — ଯାହାର ମତିର ସ୍ଥିରତା ନାହିଁ; ଚଞ୍ଚଳସ୍ୱଭାବ; ଚପଳଚିତ୍ତ — Fickle-minded
- ସଂ. ବିଣ. ପୁଂ (ବହୁବ୍ରୀହି; ଚଳ+ଚିତ୍ତ) — ଅବ୍ଯବସ୍ଥିତଚିତ୍ତ — Of unsteady mind; of movable temper
- ସଂ. ବିଣ. ପୁଂ (ବହୁବ୍ରୀହି; ଚଳ+ଚିତ୍ତ) — ଉଦ୍ବିଗ୍ନ; ବ୍ୟାକୁଳ — Anxious; agitated; perturbed