ଚଳ Chaḻa

  • ସଂ. ବିଣ. ପୁଂ. (ଚଳ୍ ଧାତୁ+କର୍ତ୍ତୃ. ଅ) — ଗମନଶୀଳ; ଗତିବିଶିଷ୍ଟ; ଜଙ୍ଗମ — Moving
  • ସଂ. ବିଣ. ପୁଂ. (ଚଳ୍ ଧାତୁ+କର୍ତ୍ତୃ. ଅ) — ଜୀବିତ; ପ୍ରାଣୀ — Living; animate
  • ସଂ. ବିଣ. ପୁଂ. (ଚଳ୍ ଧାତୁ+କର୍ତ୍ତୃ. ଅ) — ଆଚରିତ — Observer; practised
  • ସଂ. ବିଣ. ପୁଂ. (ଚଳ୍ ଧାତୁ+କର୍ତ୍ତୃ. ଅ) — ଅସ୍ଥିର; ଚଞ୍ଚଳ — Unsteady; fickle; wavering
  • ସଂ. ବିଣ. ପୁଂ. (ଚଳ୍ ଧାତୁ+କର୍ତ୍ତୃ. ଅ) — କମ୍ପିତ — Trembling; tremulous
  • ସଂ. ବିଣ. ପୁଂ. (ଚଳ୍ ଧାତୁ+କର୍ତ୍ତୃ. ଅ) — ଦୋହଲୁଥିବା; ହଲୁଥିବା — Moving to and fro; shaking
  • ସଂ. ବିଣ. ପୁଂ. (ଚଳ୍ ଧାତୁ+କର୍ତ୍ତୃ. ଅ) — ପଳାୟିତ; ପଳାତକ — Fugitive
  • ସଂ. ବିଣ. ପୁଂ. (ଚଳ୍ ଧାତୁ+କର୍ତ୍ତୃ. ଅ) — ବ୍ଯବହୃତ — In use
  • ସଂ. ବି — (+ଭାବ. ଅ) ଚାଞ୍ଚଲ୍ୟ; ଅସ୍ଥିରତା — Unsteadiness; fickleness
  • ସଂ. ବି — (+କର୍ତ୍ତୃ. ଅ) ବାୟୁରୋଗ; ବାୟୁଜନିତ ରୋଗ — Wind disease; disorder or disorganisation of the system due to wind
  • ସଂ. ବି — [ଦ୍ର—ରକା, ପେଟଫମ୍ପା ଓ ବାୟୁ ଅଡ଼ିବା ଇତ୍ୟାଦି ବାୟୁ ରୋଗ।]
  • ସଂ. ବି — (ଅସ୍ଥି ବିଜ୍ଞାନ) ଶରୀରର ଯେଉଁ ଅସ୍ଥିସନ୍ଧି ସ୍ଥିର ନୁହେ ଅର୍ଥାତ୍ ଇତସ୍ତତଃ ହଲେ (ଯଥା—ଆଣ୍ଠୁର ଚକତି) — Moveable bone joints of the body; a complete joint in the human body