ଚବିଶି Chabiṡi

  • ଦେ. ବି (ସଂ. ଚତୁର୍ବିଂଶ. ପ୍ରା. ଚଉବ୍ବିସା) — କୋଡ଼ିଏରୁ ଚାରି ଅଧିକ ସଂଖ୍ୟା; ଚତୁର୍ବିଂଶ ସଂଖ୍ୟା — 24. Twenty-four
  • ବିଣ — ଚତୁର୍ବିଂଶ ସଂଖ୍ୟକ — Numbering twenty-four
  • ବିଣ — ଚତୁର୍ବିଂଶର ପୂରଣ — Twenty-fourth