ଚବେଣା Chabeṇā

  • ଦେ. ବି. (ସଂ. ଚର୍ବିଣ; ହିନ୍ଦିରୁ ଅନୁକୃତ) — ଚାଉଳ, ମୁଗ, ବିରି, ବୁଟ ଓ ଚଣାଆଦି ଶସ୍ୟ ଭଜା ହୋଇ ଚୋବାଇବାପାଇଁ ବ୍ଯବହୃତ ଖାଦ୍ୟ — Fried grains of several kinds mixed together and chewed as a refreshment