ଚବ୍ଚବ୍ Chab chab

  • ଦେ. ଅ.—(ଧ୍ୱନ୍ୟନୁକରଣ) — ଅଳ୍ପ ପାଣିରେ ବା କାଦୁଅରେ ଚାଲିବାର ବା ହାତ ପାପୁଲି ବାଡ଼େଇବାର ଶବ୍ଦ — Splattering or splashing sound of striking or walking shallow water or mud