ଚବିଶିଦସ୍ତିଆ ମାଣ Chabiṡidastiāmāṇa
- ଦେ. ବି — ଉତ୍କଳ ଦେଶପ୍ରଚଳିତ ଭୂମିପରିମାଣ ବିଶେଷ; ଏକ ଏକର୍ — One acre; a unit of land measurement in Orissa
- ଦେ. ବି — [ଦ୍ର—ଚବିଶିଦସ୍ତି ପଦିକାରେ ଦୀର୍ଘରେ 20 ପଦିକା ଓ ପ୍ରତିରେ 20 ପଦିକା ପରିମିତ ବର୍ଗକ୍ଷେତ୍ର।] — [ଦ୍ର—ଚବିଶିଦସ୍ତି ପଦିକାରେ ଦୀର୍ଘରେ20ପଦିକା ଓ ପ୍ରତିରେ20ପଦିକା ପରିମିତ ବର୍ଗକ୍ଷେତ୍ର]