ଚତୁର୍ଥୀ Chaturthī

  • ସଂ. ବି. (ଚତୁର୍ଥ+ଈ) — ଶୁକ୍ଳପକ୍ଷ ଓ କୃଷ୍ଣପକ୍ଷର ଚତୁର୍ଥୀ— ତିଥି; ଅମାବାସ୍ୟା ଓ ପୂର୍ଣ୍ଣମୀର ପରବର୍ତ୍ତୀ ଚତୁର୍ଥ ଦିବସ — The 4th day of the lunar fortnight
  • ସଂ. ବି. (ଚତୁର୍ଥ+ଈ) — [ଦ୍ର—ଚତୁର୍ଥୀ ତିଥି 2 ପ୍ରକାର। ଯଥା—ଶୁକ୍ଳପକ୍ଷ ଚତୁର୍ଥୀ ଓ କୃଷ୍ଣପକ୍ଷ ଚତୁର୍ଥୀ। ପ୍ରତ୍ୟେକ ମାସରେ ଦୁଇଟି କରି ଚତୁର୍ଥୀ ହୁଏ। ସେମାନଙ୍କ ମଧ୍ୟରୁ ଭାଦ୍ର ଶୁକ୍ଳ ଚତୁର୍ଥୀ ଗଣେଶପୂଜା ଓ ମାଘ ଶୁକ୍ଳ ଚତୁର୍ଥୀ ଗୌରୀପୂଜା ଯୋଗୁଁ ପ୍ରସିଦ୍ଧ।] — [ଦ୍ର—ଚତୁର୍ଥୀ ତିଥି2ପ୍ରକାର ଯଥା—ଶୁକ୍ଳପକ୍ଷ ଚତୁର୍ଥୀ ଓ କୃଷ୍ଣପକ୍ଷ ଚତୁର୍ଥୀ ପ୍ରତ୍ୟେକ ମାସରେ ଦୁଇଟି କରି ଚତୁର୍ଥୀ ହୁଏ ସେମାନଙ୍କ ମଧ୍ୟରୁ ଭାଦ୍ର ଶୁକ୍ଳ ଚତୁର୍ଥୀ ଗଣେଶପୂଜା ଓ ମାଘ ଶୁକ୍ଳ ଚତୁର୍ଥୀ ଗୌରୀପୂଜା ଯୋଗୁଁ ପ୍ରସିଦ୍ଧ]
  • ସଂ. ବି. (ଚତୁର୍ଥ+ଈ) — ଚଉଠୀ; ବିବାହର ଚତୁର୍ଥ ଦିବସ — The 4th day of marriage
  • ସଂ. ବି. (ଚତୁର୍ଥ+ଈ) — ବ୍ୟାକରଣର ବିଭକ୍ତିବିଶେଷ; ସମ୍ପଦାନକାରକର ବିଭକ୍ତି — (grammar) The fourth case
  • ସଂ. ବିଣ. ସ୍ତ୍ରୀ — ଚତୁର୍ଥର ସ୍ତ୍ରୀ ଲିଙ୍ଗ — Feminine of Chaturtha