ଚତୁର୍ଥିକା Chaturthikā

  • ସଂ. ବି. — ସମବେଶନ; ବିବାହର ଚତୁର୍ଥୀ ରାତ୍ରିରେ ସଙ୍ଗମାର୍ଥ ଦମ୍ପତିମାନଙ୍କର ଏକତ୍ର ଶୟନ — 2. The sleeping together of the newly married couple on the 4th night of marriage for sexual intercourse
  • ସଂ. ବି. — 4 କରିଷି ଓଜନ — 4କରିଷି ଓଜନ—. A weight of 4 Karshas (M.W.)